ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ ଥାନାରେ କଲେ ଆତ୍ମସମର୍ପଣ । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୂ ଏ ଦୁଇଜଣ ମନୀଷଙ୍କ ସହ ହୋଟେଲରେ ଥିଲେ
#ManishAnuragDas #Murdermystery #Suspected #surrender #Patrapada #bhubaneswar #NavinDas #Odisha #ArgusNews