ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହାଦୁର୍ନୀତି । କଟକ ଜିଲ୍ଲା ମାହାଙ୍ଗା ବାସୁଦେବପୁର ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ଜିଲ୍ଲାରୁ ଆଣି ଲୋକଙ୍କୁ କାମରେ ନିୟୋଜନ କରିଥିବାର ଅଭିଯୋଗ ହୋଇଛି
#Cuttack #Mahanga #mgnrega #Corruption #ArgusNews