ମନ୍ତ୍ରୀ ଜଗନ୍ନାଥ ସାରକା ଭୂବନେଶ୍ୱର ରୁ ରାୟଗଡା ଜିଲ୍ଲା କୁ ଗସ୍ତ କରୁଥିବା ବେଳେ ଅଡବା ଥାନା ବିରିକୋଟ ହୁଲିଆପଦା ନିକଟରେ ପୋଲିସ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ରାସ୍ତା ମଧ୍ୟରେ ଗାଡି ସାମ୍ନା କୁ ହଠାତ ଜଣେ ବାଇକ୍ ଚାଳକ ଆସିଯିବା ହେତୁ ଭାରସାମ୍ୟ ହରାଇ ପୋଲିସ ଏସ୍କର୍ଟ ଗାଡି ଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ତେବେ ଅଳ୍ପକେ ବର୍ତୀ ଯାଇଛନ୍ତି ୦୬ ଜଣ ପୋଲିସ୍ କର୍ମଚାରୀ
#Rayagada #EscortPoliceVan #Accident #Odisha #ArgusNews