#ମନ୍ତ୍ରୀ_ଦିବ୍ୟଶଙ୍କର_ମିଶ୍ରଙ୍କୁ_ମୁହାଁମୁହିଁ_ଇସ୍ତଫା_ଦାବି
#ମନ୍ତ୍ରୀ_ଦିବ୍ୟଶଙ୍କରଙ୍କୁ_ପ୍ରଶ୍ନ_କଲେ_ବିଜେପି_ଯୁବମୋର୍ଚ୍ଚା_ରାଷ୍ଟ୍ରୀୟ_ସଦସ୍ୟ_ଦୀପଜ୍ୟୋତି
ମୁହାଁମୁହିଁ ମନ୍ତ୍ରୀଙ୍କ ଇସ୍ତଫା ଦାବି.... ଏ ପ୍ରଶ୍ନ କେବଳ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଦସ୍ୟ ଦୀପଜ୍ୟୋତି ମୁଣ୍ଡଙ୍କ ନୁହେଁ ଏହା ପୂରା ରାଜ୍ୟବାସୀଙ୍କର। ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ। ମମିତାଙ୍କ ବାପାଙ୍କ ଅଭିଯୋଗ ଯେ, ମହାଲିଙ୍ଗ କଲେଜକୁ ବରାବର ଆସୁଥିଲେ ମନ୍ତ୍ରୀ ।
#Odisha #ArgusNews #mamitameher #gobindSahu #DibyaShankarMishra #MahalingCollegeCase #justiceformamita #Kalahandi