କେନ୍ଦୁଝର ଦରବାର ହଲଠାରେ ଜିଲ୍ଲା ଯୋଜନା ବୋର୍ଡ ମିଟିଙ୍ଗ ରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଏହା ସହିତ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ଗୋବ୍ୟାକ୍ ନାରା ଦିଆଯାଇଛି
#Keonjhar #BJP #BlackFlag #BJPYuvaMorcha #PrafullaMallick #ArgusNews