#ACF_ସୌମ୍ୟରଞ୍ଜନ_ମୃତ୍ୟୁ_ଘଟଣାରେ_୬_ପ୍ରଶ୍ନ #DFO_ହେଉଛନ୍ତି_ମନ୍ତ୍ରୀ_ବିକ୍ରମ_ଆରୁଖଙ୍କ_ଧରମ_ପୁଅ #DFOଙ୍କ_ଠାରୁ_ଚାନ୍ଦା_ଖାଇ_ମନ୍ତ୍ରୀ_ଚୁପ୍_CBI_ତଦନ୍ତ_କର ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିବାଦରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିବାଦରେ ଜଙ୍ଗଲ ଓ ପରିବେଶ ବିଭାଗ । ଚେର ଲମ୍ବିଛି ଲୋକସେବା ଭବନ ଯାଏଁ । ଆଉ ଡିଏଫଓ ସଂଗ୍ରାମ କେଶରୀ ବେହେରା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଧରମପୁଅ ହୋଇଥିବା ହେତୁ ତଦନ୍ତ ବାଟବଣାର ସଙ୍ଗୀନ ଅଭିଯୋଗ ହେଉଛି । #ACFSoumyaRanjan #DeathMystery #Odisha #ArgusNews #acfmurder #bidyabharti #Gajapati