#ମନ୍ତ୍ରୀ_ମାନିଲେନି_କଟକଣା
ପୁରୀଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ପିପିଲି ବ୍ଲକର 23ଏବଂ 24ନମ୍ବର ଜୋନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅବସରରେ କୋଭିଡ ଆଇନର ଉଲ୍ଲଘଂନ କରିଥିବା ସ୍ପଷ୍ଟ ହୋଇଛି । 500ରୁ ଉର୍ଦ୍ଧ ବାଇକ ସହ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀଙ୍କୁ ନେଇ ନିର୍ବାଚନ ପ୍ରଚାର କରିଛନ୍ତି! କୋଭିଡ ଆଇନ ବଳବତ୍ତର ଥାଇ ମଧ୍ୟ କାହାରି ମୁହଁରେ ମାସ୍କ ନଥିବା ବେଳେ ଖୋଦ ମନ୍ତ୍ରୀ ମଧ୍ୟ ମାସ୍କ ପିନ୍ଧିନାହାନ୍ତି ।
#Election2022 #Puri #pipili #ranedrapratap #covidrule #OdishaElection #Sarapancha2022 #Odisha #ArgusNews