#ବାବା_ଲୋକନାଥଙ୍କ_ମହିମା
#ମନ୍ଦିରରୁ_ବାହାରୁଛି_ଖଟାପାଣି
ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଭାମଶିଆଳି ଗାଁର ବାବା ଲୋକନାଥଙ୍କ ମହିମା । ମନ୍ଦିରରୁ ଅନବରତ ବାହାରୁଛି ଖଟାପାଣି । ଏହା ଶୁଣିଲା ପରେ ନିଶ୍ଚୟ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ ।
#Ganjam #Buguda #LoknathTemple #miracles #Odisha #ArgusNews