#ମନ୍ଦିର_କଳା_ସଂସ୍କୃତି_ଓ_ପରମ୍ପରାର_ସହର_ସୁବର୍ଣ୍ଣପୁର
ଯେଉଁଠି ବର୍ଷତମାମ୍ ଅନେକ ପରମ୍ପରା, ଲୋକ ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟାର ପାଳନ ହେଉଥିବା ଲଙ୍କା ପୋଡ଼ି ଉତ୍ସବ ଐତିହ୍ୟ ଓ ଆକର୍ଷଣ ଦୃଷ୍ଟିରୁ ସବୁଠୁ ଅଲଗା ।
#subarnapur #culture #festival #temple #Odisha #ArgusNews