ମନ କି ବାତ କାର୍ଯ୍ୟକ୍ରମରେ ନିରନ୍ତର ଭାରତୀୟ ସଂସ୍କୃତିର ଗୁଣ ଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ପଶ୍ଚିମ ଲୋକମାନେ ଆମ ସଂସ୍କୃତିକୁ ସମ୍ମାନ ଦେଉଛନ୍ତି । ଦିନେ ଆମ ସଂସ୍କୃତି ବିଶ୍ବ ବିଜୟୀ ହେବ । ମନ୍ କି ବାତର ୮୦ତମ ସଂସ୍କରଣରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ଯେତେବେଳେ ସାରା ଦୁନିଆର ଲୋକେ ଭାରତୀୟ ଆଧ୍ୟାତ୍ମ୍ୟ ଓ ଦର୍ଶନ ଉପରେ ଜାଣୁଛନ୍ତି । ଆମର ବି ଦାୟିତ୍ବ ଆମେ ଏହି ମହାନ ପରମ୍ପରାକୁ ଆଗକୁ ନେବା ।
#ManKiBaat #PMModiji #Odisha #ArgusNews