ବୟସ ୭୦ ବର୍ଷ ହେଲେ ଆଜି ବି ତାଙ୍କ କେନ୍ଦେରାର ଧ୍ୱନି ଓ ଗୀତ ଲୋକଙ୍କ ମନ ମୋହୁଛି । ଏ ହେଉଛନ୍ତି ବୋୖଦ୍ଧ ଜିଲା କଣ୍ଟାମାଲ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତ ଗୁହିପିଟା ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ଅରୁଣ ପୋଢ଼।ପିଲାଟି ଦିନରୁ ବାଦ୍ୟ ଯନ୍ତ୍ର ଉପରେ ତାଙ୍କର ବେସ ରୁଚି
#boudh #oldman #kendara #musicalinstrument #ArgusNews #Odisha