ମଫସଲି ଗାଁରୁ ସ୍ମାର୍ଟ ସିଟି...ସ୍ବସ୍ତିକ ସୂଚନ୍ଦନ ହୋତାଙ୍କର ସଫଳ ସ୍ବପ୍ନର ଯାତ୍ରା । ଜି ସାର୍ଥକର ତୋ ପାଇଁ ମୁଁ ଧାରାବାହିକରେ ଅଭିନୟ କରୁଛନ୍ତି । ଏହା ସହିତ କେବେନା କେବେ ତୁ, ଏଇ ବୋଧେ ଭଲ ପାଇବା, ଥୋଡା ଥୋଡା ପ୍ୟାର୍ ଭଳି ବହୁତ ମ୍ୟୁଜିକ ଭିଡିଓରେ ସେ ନିଜର ଅଭିନୟ ଯାଦୁ ଦେଖାଇଛନନ୍ତି।
#ArgusNews #Odisha #Subarnapur #Binika #successful