ମମିତାଙ୍କ ନିଜ ଗାଁ ବଲାଙ୍ଗୀରର ଝରଣୀରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିବା ସହ ଏସଆଇଟି ତଦନ୍ତ ପାଇଁ ଦାବି କରିଛି ଦଳ । ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେବାଲା କହିଛନ୍ତି ନ୍ୟାୟ ନମିଳିବା ଯାଏଁ କଂଗ୍ରେସ ଲଢେଇ ଜାରି ରଖିବ ।
#Odisha #ArgusNews #mamitameher #gobindSahu #DibyaShankarMishra #MahalingCollegeCase #justiceformamita #Kalahandi