ମମିତାଙ୍କ ପାଇଁ ଜଳିଲା ନିଆଁ । ବ୍ୟାରିକେଡ ଭାଙ୍ଗିଲେ, ନିଆଁ ଲଗାଇଲେ ଛାତ୍ର କଂଗ୍ରେସ । ମମିତାଙ୍କୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସର ହଲ୍ଲାବୋଲ। ବିଧାନସଭା ସମ୍ମୁଖ ଗେଟରେ କଂଗ୍ରେସର ଜୋରଦାର ପ୍ରତିବାଦ । ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲା ଛାତ୍ର କଂଗ୍ରେସ ।
#mamitamurdercase #justiceformamita #Congress #Protest #PoliceAttack #assembly #CMOdisha #Odisha #ArgusNews