ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲ ମମିତାଙ୍କ ହତ୍ୟା ଘଟଣାରେ ଜୋର ଧରିଲା ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ।
#MamitaMurderCase #JusticeforMamita #Kalahandi #CBI #Investigation #BJP #Protest #Mahalinga #SunshinePublicSchool #DibyashankarMishra #ArgusNews