ମମିତା ନ୍ୟାୟ ପାଇଁ ଜଳୁଛି ଓଡ଼ିଶା। ତେବେ କଳାହାଣ୍ଡି ଗସ୍ତ ସମୟରେ ବିବାଦୀୟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଗୋଟିଏ ମଞ୍ଚରେ ବସିଥିବାରୁ ଏହାକୁ ବିରୋଧ କରି ପୁଣି ରାଜରାସ୍ତାକୁ ଓହ୍ଲାଇଛି ବ୍ରହ୍ମପୁର ବିଜେପି।
#MamitaMurderCase #JusticeForMamita #Kalahandi #DibyaShankarMishra #BJP #Protest #Berhampur #Odisha #ArgusNews