#ପ୍ରଶ୍ନ_ପରେ_ପ୍ରଶ୍ନ_ଅନେକ_ଅସମାହିତ_ପ୍ରଶ୍ନ
#ହେଲେ_ଡିଜି_ଆଉ_ଏଡିଜିଙ୍କ_ମୁହଁରେ_ତୁଣ୍ଡି
ମମିତାଙ୍କ ହତ୍ୟାକାରୀ ଗୋବିନ୍ଦକୁ ସୁରକ୍ଷା ଦେଉଥିଲେ ମନ୍ତ୍ରୀ, ମନ୍ତ୍ରୀଙ୍କ ସୁରକ୍ଷାରେ ସରକାର । ହତ୍ୟାକୁ ନେଇ ଏବେ ବି ଅନେକ ଅସମାହିତ ପ୍ରଶ୍ନ, ତା ଭିତରେ ପୁଣି କଲେଜରେ ଯୌନ କେଳେଙ୍କାରୀର ସାଂଘାତିକ ଅଭିଯୋଗ । ପ୍ରଶ୍ନ ପଚାରିଲେ କେମିତି ମୁହଁ ବୁଲାଇକି ପଳାଉଛନ୍ତି ଜିଡି ଅଭୟ ଓ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା ।
#mamitameher #justiceformamita #mamitamurdercase #dibyashankarMishra #CmoOdisha #DG #ADG #avaya #rksharma #Odisha #ArgusNews