ମମିତା ମେହେରଙ୍କ ନ୍ୟାୟ ଦାବୀରେ ଭାରତୀୟ ଜନତା ପାର୍ଟି, ରେଢାଖୋଲ ପକ୍ଷରୁ ଦୋକାନ ବଜାର ଏବଂ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଅଛି। ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ସହିତ, ଗ୍ରୁହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ କରାଯିବା ପାଇଁ ବିଜେପି ପକ୍ଷରୁ ଦାବୀ କରାଯାଇଅଛି ।
#MamitaMurderCase #Sambalpur #Redhakhol #closeddown #BJP #Protest #JusticeForMamita #CBI #DibyaShakarMishra #Odisha #ArgusNews