ମମିତା ମେହେର ହତ୍ୟା ଘଟଣାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଗୋଟିଏ ପଟେ ନିତିଦିନ ବିରୋଧୀ ଆନ୍ଦୋଳନ କରୁଛନ୍ତି, ଅନ୍ୟ ପଟେ ଆଜି ପୁଣି ଥରେ ନବୀନଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
#MamitaMeherCase #JusticeForMamita #BJP #SamirMohanty #Odisha #ArgusNews