#ମମିତା_ମେହେର_ମୃତ୍ୟୁ_ମାମଲାନେ_ବଡ_ଖୁଲାସା
ମମିତାଙ୍କେ କାର୍ ଭିତରେ ଗୋବିନ୍ଦ୍ ମାରିଥିବାର୍ ଉତ୍ତରାଞ୍ଚଳ DIG ଦୀପକ କୁମାର ସାମ୍ବାଦିକ ସମ୍ମିଳନୀନେ ସୂଚନା ଦେଇଛନ୍ । ଗୋବିନ୍ଦକଁର୍ ପରକୀୟା ପୀରତି କଥା କହିଦେବାର୍ ଡର୍ ନେ ମମତାଙ୍କେ ହତ୍ୟା କରାଯାଇଛେ । ଗଲା 8 ତାରିଖନେ କାରରେ ଭବାନୀପାଟଣା ନୁ କେଗାଁ ଫିରବା ବେଳକେ ମମିତାଙ୍କେ ମାରିଥିଲା ଗୋବିନ୍ଦ ।
#MamitaMurderCase #JusticeforMamita #Kalahandi #GovindSahu #DIG #PressMeet #Odisha #ArgusNews