#ବିରୋଧୀଙ୍କ_ଅଣ୍ଡାତତ୍ତ୍ବ #ସରକାର_ଘାଇଲା
ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ସରକାରଙ୍କ ପାଇଁ ବଢିବାରେ ଲାଗିଲା ଅଡୁଆ । ରାଜ୍ୟ ସାରା ପ୍ରତିବାଦ । ଦିଲ୍ଲୀରେ ପହଁଞ୍ଚିଲା ପ୍ରତିବାଦ । ନବୀନ ନିବାସର ସମ୍ମୁଖରେ ଏବିଭିପିର ହାଲ୍ଲାବୋଲ୍....ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ପୋଲିସ ସହ ଛାତ୍ର ସଙ୍ଗଠନର ଧସ୍ତାଧସ୍ତି.....ଶତାଧିକ ଛାତ୍ରଙ୍କ ପ୍ରତିବାଦ.....ସେପଟେ ଯୁବ କଂଗ୍ରେସର ଦିଲ୍ଲୀରେ ଓଡିଶା ନିବାସ ଆଗରେ ଧାରଣା
#MamitaMeherCase #JusticeForMamita #DibyashankarMishra #ABVP #Strike #Congress #Odisha #ArgusNews