ମମିତା ମେହେର ହତ୍ୟା ଘଟଣାରେ ବଢୁଛି କ୍ୟାପଟେନଙ୍କ ଇସ୍ତଫା ଦାବି । ରାଜ୍ୟବ୍ୟାପି ଦେଖିବାକୁ ମିଳିଛି ବିଜେପି ଓ କଂଗ୍ରେସର ଉଗ୍ର ଆନ୍ଦୋଳନ । ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି, ମହିଳାଙ୍କୁ ସଂରକ୍ଷଣ କଥା କହୁଛ, କିନ୍ତୁ ଦେଉନାହଁ ସର୍ବନିମ୍ନ ସୁରକ୍ଷା
#BJP #Congress #Protest #MamitaMurderCase #JusticeForMamita #CaptainDibyashankarMishra #Odisha #ArgusNews