ଗୋବିନ୍ଦ ସହଯୋଗୀ ରାଧେ ଘରୁ ମିଳିଲା ସୁରାକ୍ । ଗୋଟିଏ ମୋବାଇଲ, ଚାର୍ଜର, କିଛି ଡ୍ରେସ ଓ ମେଡିସିନ ମିଳିଛି । ମିଳିଥିବା ମୋବାଇଲ ମମିତା ମେହେରଙ୍କର ହୋଇଥିବା ସନ୍ଦେହ । ଶୁଣନ୍ତୁ କଣ କହୁଛନ୍ତି ରାଧେଙ୍କ ପତ୍ନୀ
#Kalahandi #JusticeForMamita #GovindSahu #RadheChandi #MahalingCollege #ArgusNews #Odisha