ମମିତା ହତ୍ୟା, ସନ୍ଦେହ ଘେରରେ ପୋଲିସ । କୌଣସି ପ୍ରଶ୍ନର ଉତ୍ତର ଦେବାକୁ ନାରାଜ ପୋଲିସ ଅଫିସର । ମାହାଲିଙ୍ଗ କଲେଜର ସେକ୍ସ ରାକେଟ୍ ବିଷୟରେ ଖୁଲାସା କରି ଚାଲିଛନ୍ତି ଛାତ୍ର । କିନ୍ତୁ ମୁହଁ ଖୋଲୁନି ପୋଲିସ୍।
#MamitaMurderCase #MamitaMeher #Kalahandi #GovindSahu #police #Crimescenerecreation #JusticeforMamita #ArgusNews