ପାଏନ୍ କେ ଅଟକିଛେ ଚାଷ୍ ଜମି । ମରଡି ଚିନ୍ତାନେ ଚାଷୀ । କାମ କରବାର୍ ନାଇ କୋଟି କୋଟି ଟଙ୍କାର୍ ଜଲସେଚନ ପ୍ରକଳ୍ପ । ସିଆଡେ ବର୍ଷାର୍ ଦେଖା ନାଇ ଥିବାର୍ ବେଲକେ ଋଣ କେନ୍ତା ସୁଝବେ ଚିନ୍ତା ନେ ଚାଷୀ ।
#Balangir #Titlagarh #FarmersProblem #IrrigationProjects #WaterProblem #Odisha #ArgusNews