ବିପଦସଙ୍କୁଳ ଅବସ୍ଥାରେ ଦାନ୍ତିଆମୁହାଁର ମାଛୁଆ ପୋଲ। ଜୀବନକୁ ବାଜିରେ ଲଗାଇ ଯାତାୟତ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ବେତନଟୀ ବ୍ଲକବାସିନ୍ଦା । ୨୦୧୩ ଫାଇଲିନ୍ ସମୟରୁ ପୋଲଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏଯାଏ ପ୍ରଶାସନର ନଜର ପଡୁନି କି ମରାମତି ହେଉନି ।
#Mayurbhanj #Morada #machuabridge #BridgeIssue #PublicIssue #TransportationIssues #Odisha #ArgusNews