#ମରୁଡି_ଆଶଙ୍କାରୁ_ଭୟରେ_ଆଦିବାସୀ
#ବର୍ଷା_ପାଇଁ_ଜଙ୍ଗଲରେ_ଡଙ୍ଗର_ବୁଢାଙ୍କୁ_ପୂଜା
ପଶୁ ବଳି ଦେଇ ପ୍ରକୃତିକୁ କଲେ ଖୁସି । ବାଜୁଛି ଢୋଲ,ନିଶାନ,ତାଷା...ଆଉ ମୁହୁରିର ତାଳେ ତାଳେ ଦୁଲୁକି ଉଠୁଛି ପଞ୍ଚବାଦ୍ୟ ଗାଁ ଦାଣ୍ଡ...ହାତରେ ଖଣ୍ଡା, ତଳବାର, ଧନୁ ତୀର ବି ରହିଛି...ବେଶ ଧୁମଧାମରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢି ଚାଲିଛନ୍ତି । ଏ ଦୃଶ୍ୟ ହେଉଛି ଶଗଡ଼ଘାଟ ପଞ୍ଚାୟତର ।
#ArgusNews #ArgusNewsTV #Odisha #Titlagarh #Drought #Tribal #Rain