#ମସୁରୁମ_ମା_ବାନାଦେଇ_ମାଝୀ
କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ମସୁରୁମ ଗାଁ କୁଟେନପଦର । ଛତୁ ଚାଷ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ଗାଁର ମହିଳା । ମସୁରୁମ ମା'' ଭାବରେ ପରିଚିତ ବାନାଦେଇ ମାଝୀଙ୍କର ରହିଛି ଅକ୍ଲାନ୍ତ ପରିଶ୍ରମ ।
#kalahandi #mushroom #mother #banadeimajhi #Odisha #ArgusNews