କଟକ ଜିଲ୍ଲା ବଡମ୍ବା ବ୍ଲକ ଅଧିନ ମହତାବନ୍ଧ ଗାଁରେ ଏବେବି ଅପହଞ୍ଚ ମୌଳିକ ସୁବିଧା । ଆଦିବାସୀ ଅଧୁଶିତ ଅଧିବାସୀଙ୍କ ପାଇଁ ପାଦଚଲା ରାସ୍ତା ପାଲଟିଛି ଗମନାଗମନର ମାଧ୍ୟମ।ଆବାସ, ଶିକ୍ଷା,ସ୍ୱାସ୍ଥ୍ୟ ,ପାନୀୟ ଜଳ ଭଳି ମୌଳିକ ସୁବିଧା ଏଠାରେ ଅପହଂଚ ।
#Cuttack #Badamba #DurgamaOdisha #Basicfacilities #PublicIssue #Odisha #ArgusNews