ମହାନଦୀରେ ବନ୍ୟାଜଳ ଆସିବା ପରେ ମହାନଦୀର ଜଳସ୍ତର ବଢିବା ସହିତ ବାଙ୍କୀର ବିଭିନ୍ନ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ବନ୍ୟାଜଳ ଏବେ ଲୋକଙ୍କ ଘରେ ପ୍ରବେଶ କରିଛି । ଲୋକଙ୍କ ଆସବା ପତ୍ର ଭାସୁଥିବା ବେଳେ ଚୁଲିରେ ପାଣି ପଶିଛି । ରୋଷଇ ବାସ ଗତ କାଲି ଠାରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି ଏପର୍ଯ୍ୟନ୍ତ ପ୍ରଶାସନ ଏଠାରେ ପଂହଁଚି ନାହିଁ ବୋଲି ଅଭିଯୋଗ କରିଛନ୍ତି
#Cuttack #Mahanadi #Flood #Water #Odisha #ArgusNews