#ଖାଲି_ଦୂଷିତ_ନୁହେଁ_ବିଷାକ୍ତ_ହେଉଛି_ପାଣି
ବିପଦରେ ରାଜ୍ୟର ଜୀବନ ରେଖା ମହାନଦୀର ଜୈବ ବିବିଧତା । ମହାନଦୀ ଦିନକୁ ଦିନ ପ୍ରଦୂଷିତ ହେବାର ଲାଗିଛି । କଳକାରଖାନାର ବର୍ଜ୍ୟବସ୍ତୁ ମିଶିବା କାରଣରୁ ନଦୀ ଗୁଡିକ ପ୍ରଦୂଷିତ ହୋଇଛି । ଯାହା ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇ ନାହିଁ ।
#sambalpur #Jharsuguda #waterpollution #industrialwaterpollution #malayabhoi #surendrabarik #Odisha #ArgusNews