ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ । ସୁବର୍ଣ୍ଣପୁର ଅଗ୍ନିଶମ ବିଭାଗ ପକ୍ଷରୁ ଯୁବକକୁ ନଦୀ ଭିତରୁ ଜୀବିତ ଉଦ୍ଧାର କରିଛି । କାହିଁକି ଆତ୍ମହତ୍ୟା କରୁଥିଲେ ଜଣା ପଡିନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଯୁବକ ଜଣକ
#Subarnapur #Mahanadi #Suicideattempt #Youth #fireman #Rescued #Odisha #ArgusNews