ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ ସୁନିଲ ବଂଶଲ । ଡିଜିପି ସପତ୍ନିକ ଶ୍ରୀମନ୍ଦିରରେ ଦର୍ଶନ କରିଛନ୍ତି
#sunilbansal #DGP #Purivisit #ArgusNews #Odisha