ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ଯାତ୍ରା ଅଦ୍ବିତୀୟ । ମହାପ୍ରଭୁଙ୍କ ଏହି ଯାତ୍ରାକୁ ସମସ୍ତେ ବର୍ଷକୁ ଥରେ ଅପେକ୍ଷା କରି ରହିଥାନ୍ତି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମ୍ପନ୍ନ ହେବ ବୋଲି ଆଶା । ତେଣିକି ଯାହା ମହାପ୍ରଭୁ ଲିଙ୍ଗରାଜଙ୍କ ଇଚ୍ଛା : ସମାଜସେବୀ, ସୁବ୍ରତ ମହାନ୍ତି।
#bhubaneswar #SriLingraj #RukunaRathYatra2023 #Odisha #Argusnews