ଦୀର୍ଘ ବର୍ଷ ଧରି ଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ସରଳୀକରଣ ବ୍ୟବସ୍ଥା କରିବାକୁ ଦାବି ହେଉଥିବା ବେଳେ, ନୂଆ ଅଧ୍ୟାଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ସିଧାସଳଖ ଜଗନ୍ନାଥଙ୍କ ଜମି ବିକ୍ରି କରିପାରିବ । ଏହାସହ ବନ୍ଧକ ରଖିପାରିବ ଏବଂ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦେଇପାରିବ ।
#Puri #LordJagannath #LandIssue #landmafia #Odisha #ArgusNews