ବିଶ୍ଵର ଛୋଟ ଜଗନ୍ନାଥ ମୂର୍ତ୍ତି ବିଶ୍ଵ ଜଗନ୍ନାଥଙ୍କ ରଥ । ଯାହାର ଉଚ୍ଚତା ୧mm। ସତ୍ୟ ତିଆରି କରିଥିବା ବିଶ୍ଵର ଛୋଟ ଦେବାଦେବୀଙ୍କ କାଠ, ପଥର ନିମିତ୍ତ ବିଭିନ୍ନ କଳା କୃତି । ବିରଳ କୃତିତ୍ୱ ଦେଖି ସତ୍ୟଙ୍କୁ ପ୍ରଶଂସା କରିଲେ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ
#Brahmapur #GaneshiLal #Governor #SmallestChariots #ArgusNews