ମହାମାରୀ କରୋନା ଛଡାଇନେଲା ରିକ୍ସା ଚାଳକଙ୍କ ଜୀବିକା l
ଦିନେ ରିକ୍ସା ଚଲାଇ ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ବାଲା ଏଵେ ଆର୍ଥିକ ଅନାଟନ ମଧ୍ୟରେ କାଳାତିପାତ କରୁଛି । ଗତ ଦୁଇ ବର୍ଷ ହେଲା କରୋନା ରୋଜଗାର ଛଡାଇ ନେଇଥିବା ବେଳେ ଏଵେ ରିକ୍ସା ଚଲାଇ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡିଛି ।
#ArgusNews #Odisha #Berhampur #Corona #Rickshaw