ମହାମାରୀ କରୋନା ଯୋଗୁଁ ଦୀର୍ଘ ୧୧ ମାସ ହେଲା ରାଜ୍ୟରେ ଜିମ ବନ୍ଦ ରହିଛି । ଯାହା ଫଳରେ ଏହାର ମାଲିକ ମାନେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିମ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଙ୍କୁ ଦାବିପତ୍ର ଦିଆଯାଇଛି ।
#ArgusNews #Odisha #Gym #Open