#ମହାମାରୀ_ଦେଇଚାଲିଛି_ଯନ୍ତ୍ରଣା
କୋରନାରେ ପିଡୀତ ହୋଇ ପୁଅର ମୃତ୍ୟୁ ଘଟିଛି । ବୃଦ୍ଧ ବାପା ମା ହରାଇଛନ୍ତି ରୋଜଗାରିଆ ପୁଅକୁ । ହସଖୁସିର ଏହି ସଂସାର ଛାରଖାର କରି ଦେଇଛି କୋରନା ମହାମାରୀ। ଆମେ କହୁଛୁ କଟକ ରେଜେନ୍ଦ୍ର ନଗର ସ୍ଥିତ ଅଶୋକଙ୍କ କଥା ।
#ArgusNews #Odisha #CovidPandemic #Cuttack #helplessfamily