ମହାମାରୀ ବଦଳାଇଦେଲା ଜୀବନ ଶୈଳୀ । ନା ରହିବା ପାଇଁ ଅଛି ଘର ନା ଚଳିବା ପାଇଁ ଅଛି ଧନ। ରାସ୍ତା କଡ଼ କ୍ୟାବିନ ଘରେ କଟୁଛି ଜୀବନ। ୬ବର୍ଷ ତଳେ ଭିଟାମାଟି ଛାଡି ଚାଲି ଆସିଥିଲେ ସୁଶାନ୍ତ, ଦି ପଇସା ରୋଜଗାର କରିବେ, ପରିବାର ସୁରୁଖୁରରେ ଚଳିବ, ମାତ୍ର ମହାମାରୀ ଧୋଇଦେଲା ସ୍ବପ୍ନ
#BBSR #Patrapada #Odisha #ArgusNews