ମହାମାରୀ ବେଳେ ଦେବଦୂତ ସାଜିଲେ ଡାକ୍ତର ।
କରୋନା କାଳରେ ରୋଗୀଙ୍କୁ କଲେ ସହାୟତା । ନିଜ ଅର୍ଥରେ ରୋଗୀଙ୍କ ପାଇଁ କିଣିଲେ ଔଷଧ । କରୋନା ସହ ଏବେ ଲୋକଙ୍କ ଚିନ୍ତା ବଢାଇଛି ବ୍ଲାକ୍ ଫଙ୍ଗସ୍ । ଏହି ପରିସ୍ଥିତିରେ ରୋଗୀଙ୍କୁ ସହଯୋଗର ହାତ ବଢାଇଛନ୍ତି ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦନୀ ।
#ArgusNews #ArgusTv #Odisha #VIMSSAR #Doctor #BlackFungus