କୋଭିଡ ପରିଚାଳନାରେ ବିଭ୍ରାଟକୁ ନେଇ ଏଥର ବିଧାନସଭାରେ ସରକାରଙ୍କୁ ଘେରିବେ ବିରୋଧୀ । ଏହାସହ ବନ୍ୟା ସହାୟତାରେ ଅନିୟମିତତା ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ବି ସରକାରଙ୍କୁ ଅଡୁଆରେ ପକାଇବାକୁ ବିରୋଧୀ ରଣନିତି ପ୍ରସ୍ତୁତ କରୁଥିବା ବେଳେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସବୁ ବିଧାୟକ, ମନ୍ତ୍ରୀ, କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ଆରମ୍ଭ ହୋଇଛି ...
#ArgusNews #Assembly_Preparation #Corona_Test