ମହାମାରୀ ସମୟରେ ଅଟୋ ଚଳାଇବା ନିହାତି ଚ୍ୟାଲେଞ୍ଜିଙ୍ଗ ହେବ ।
ରାଜ୍ୟ ସରକାର ଯେଉଁ 2 ଜଣ ନେବାକୁ ନିଷ୍ପତ୍ତି ନେଇଛନ୍ତି ଏହାକୁ ଅଟୋ ଆସୋସିଏସନ ପକ୍ଷରୁ ନାପସନ୍ଦ କରାଯାଇଛି । ଅଟୋ ଚଳାଇବା ନିଷ୍ପତ୍ତିକୁ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯାଇଛି ମାତ୍ର 2 ଜଣ ପରିବର୍ତ୍ତେ 3 ଜଣ ପାସେଞ୍ଜର ବସାଇବା ନିଷ୍ପତ୍ତି ନେଲେ ସେମାନେ ଉପକୃତ ହେବୁ... ଶୁଣନ୍ତୁ କଣ ରହିଛି ପ୍ରତିକ୍ରିୟା ଅଟୋ ଆସୋସିଏସନ ସଭାପତିଙ୍କର
#ArgusNews #Odisha #ArgusNewsTV #Auto_Association #Demand #CoronaGuidelines