କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସରପୁର ପଂଚାୟତ ରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଟୀକା ଦିଆହଉଛି କୁଆଡେ ଖୋଦ ସରପଞ୍ଚ ଙ୍କ ଦାୟିତ୍ୱରେ । ଆମେ ଏ କଥା କହୁନୁ ଖୋଦ ଟୀକା କେନ୍ଦ୍ର ରେ ଥିବା କର୍ମ ଚାରି କହିଛନ୍ତି ସରପଞ୍ଚ କୁଆଡେ ଦଳୀୟ ଲୋକ ଙ୍କ ଆଧାର ସଂଗ୍ରହ କରି ଦଳୀୟ ଭିିିର୍ତ୍ତିରେ ଟୀକା ଦିଆହଉଛି ବୋଲି ସାଧାରଣ ଲୋକ ଦାବି କରିଛନ୍ତି
#ArgusNews #odisha #cuttack #mahanga #CovidVaccine