କରୋନା ଟୀକା ପାଇଁ ନିଃଶୁଳ୍କରେ ସ୍ଲଟ ବୁକିଂ ଓ ପଞ୍ଜୀକରଣ କରୁଛନ୍ତି କଟକର ରଞ୍ଜନ। ଇଣ୍ଟରନେଟ୍ ଓ ମୋବାଇଲ ନଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି କାର୍ଯ୍ୟ କରୁଛନ୍ତି କଟକ ଦେଉଳର ସାହିର ରଞ୍ଜନ ସେଠୀ। କଟକ ସିଡିଏ ସେକ୍ଟର 6 ରେ ଥିବା ନିଜ ସାଇବର କାଫେ ଦୋକାନରେ ଏହି ସେ କାର୍ଯ୍ୟ କରୁଛନ୍ତି
#ArgusNews #Odisha #NewsChannel #ArgusNewsTV #Cuttack #Social_Work #Cyber_Cafe