ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର ହୋଇଛି କୋଭିଡ୍ ଟେଷ୍ଟ । ଗିରଫଦାରୀ ପରେ ଗତକାଲି ରାତି 3ଟାରେ ହୋଇଛି ପରୀକ୍ଷା । ବଲାଙ୍ଗିର ରିର୍ଜଭ ପୋଲିସ କ୍ୟାମ୍ପସରେ ଥିବା ହସ୍ପିଟାଲରେ କରୋନା ଟେଷ୍ଟ କରାଯାଇଛି ।
#Kalahandi #MamitaMeher #sunshineschool #Principal #MissingCase #GovindSahu #covidtest #mahaling #Odisha #ArgusNews