ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ମିଶନ ଶକ୍ତି । ଯାହା ଅଧିନରେ କାମ କରୁଛି ରାଜ୍ୟର ହଜାର ହଜାର ଏସଏଚଜି ଗ୍ରୁପ । ହେଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ବଦଳରେ କରୁଛନ୍ତି ମହାଜନୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡାର ଆଳିରୁ ।
#financiallyself_sufficient #Mishansakti #SHGGroup #Mahajani #Kendrapada #Ali #ArgusNews #Odisha #Oldlady #SelfHelpMovement