ମହାମାରୀ ସମୟରେ ମହିଳା ମାନେ ଆତ୍ମ ନିର୍ଭରଶୀଳ ହେଉଛନ୍ତି । ସ୍ବାବଲମ୍ବୀ ହେବା ପାଇଁ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛି ଭୁବନେଶ୍ବରର ଅଭିକ୍ଷା ଟ୍ରଷ୍ଟ। ଟ୍ରଷ୍ଟ ମାଧ୍ୟମରେ ମହିଳା ମାନେ ବିଭିନ୍ନ ବିଭାଗରେ କାମ କରିବା ସହ ରୋଜଗାର କରିପାରୁଛନ୍ତି ।
#ArgusNews #Odisha #ArgusNewsTv #Bhubaneswar #abhikhyatrust