କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମାଓ ସଂଗଠନର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ କାନ୍ତି ମଲ୍ଲିକ। ଦିର୍ଘ 4 ବର୍ଷ ଧରି କାନ୍ତି କେକେବିଏନ ସଂଗଠନରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସିବା ସହିତ ବିଭିନ୍ନ ହିଂସା କାଣ୍ଡରେ ସାମିଲ ଥିଲେ
#ArgusNews #Odisha #Kandhamala #Maobadi #Surrender #womenmaoist