ଭାରତୀୟ ଷ୍ଟେଟ ବ୍ୟାଙ୍କ ମହିଳା ମାନଙ୍କୁ ସ୍ବାବଲମ୍ଵୀ କରିବାକୁ ପ୍ରୟାସ ଜାରି ରଖିଛି । ଏହି କ୍ରମରେ ନୟାଗଡ ଜିଲ୍ଲା ଏସ ବି ଆଇ ର 10 ଟି ଶାଖା ପକ୍ଷରୁ SHG ଗ୍ରୁପକୁ ଋଣ ଦେବାକୁ ସ୍ଥିର କରାଯାଇଛି । ନୟାଗଡ ସ୍ଥିତ 10 ଟି ଏସ ବି ଆଇ ବ୍ୟାଙ୍କ ଶାଖା 503 ଟି ଗ୍ରୁପକୁ ଋଣ ଦେବାକୁ ସ୍ଥର କରିଛନ୍ତି ।
#ArgusNews #Odisha #SHG #Selfsufficient #womenempowerment #sbi